ଭୁବନେଶ୍ବର,୨୭।୨ : ରାଜଧାନୀରେ ସିରିଜ୍ ଦୁର୍ଘଟଣା। ଡ଼ମଣା ଛକରୁ ଶୈଳଶ୍ରୀ ବିହାର ରାସ୍ତାରେ ସିରିଜ୍ ଦୁର୍ଘଟଣା। ଟୟୋଟା କାର୍ ଧକ୍କାରେ ଏକାଧିକ ଗାଡ଼ି ଚୁରମାର। ତିନୋଟି ବାଇକ୍ ଏବଂ ଗୋଟିଏ କାର୍ ଭାଙ୍ଗିଲା। ତେବେ ଦୁର୍ଘଟଣା ବେଳେ ରାସ୍ତାରେ ଯାଉଥିବା ପଥଚାରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ବାଇକ ଓ ଗାଡିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

Karnataka: ବିବାଦରେ ଛନ୍ଦି ହେଲେ ଡିକେ ଶିବକୁମାର; ସ...