ପ୍ରମୁଖ ଖବର
  • ସିୟୁଇଟି-ୟୁଜି ଆଡମିଟ୍‌ କାର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ, ମେ ୧୫ରୁ ୨୪ ତାରିଖ ଯାଏ ଚାଲିବ ପରୀକ୍ଷା
  • ||
  • ମାଲକାନଗିରିରେ ୩ ବୁଥ୍‌ରେ କାମକରୁନି ଇଭିଏମ୍‌, ଭୋଟ ଦେବାକୁ ଅପେକ୍ଷା କରିଛନ୍ତି ଶତାଧିକ ମତଦାତା
  • ||
  • ମନି ଲଣ୍ଡରିଂ ମାମଲାରେ ଇଡି ଗିରଫଦାରିକୁ ଚାଲେଞ୍ଜ; ଆଜି ସୁପ୍ରିମ୍କୋର୍ଟରେ ହେମନ୍ତଙ୍କ ପିଟିସନର ଶୁଣାଣି
  • ||
  • ଭୋଟ ଦେଉଛି ଓଡ଼ିଶା, ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ମତଦାନ
  • ||
  • ଆଇପିଏଲ ମହାସମର, ସଂଧ୍ୟାରେ କୋଲକାତା -ଗୁଜରାଟ ଲଢ଼େଇ, ପ୍ଲେ-ଅଫ୍ ଲକ୍ଷ୍ୟରେ ଟାଇଟନ୍ସ
  • ||
  • ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ , ୯୬ ଆସନରେ ୧୭୧୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ୨୩ରେ ଆସୁଛି ଲଘୁଚାପ, ଏଥର ଶୀଘ୍ର ଆସିବ ମୌସୁମୀ: ଆଜି ଭୋଟ୍‌ ହେଉଥିବା ଅଞ୍ଚଳରେ କମ୍‌ ତାତି
  • ||

ପଣ୍ଡ ହେଲା ଡକାୟତ ଯୋଜନା, ୩ ଜଣଙ୍କୁ ଗିରଫ କଲା ପୋଲିସ୍

ବ୍ରହ୍ମପୁର, ୨୭।୪: ଡକାୟତ ଯୋଜନା ବେଳେ ମାଡ଼ି ବସିଲା ପୁଲିସ I ଗୋଳନ୍ଥରା ଥାନା ୧୬ନଂ ଜାତୀୟ ରାଜପଥ ନିକଟ ହଳଦିଆପଦର ବସଷ୍ଟାଣ୍ଡ ପଛପାଖରେ ୫ରୁ ୬ ଜଣ ଲୋକ ଏକତ୍ରିତ ହୋଇ ଡକାୟତ ପାଇଁ ଯୋଜନା କରୁଥିଲେ I ଠିକ୍ ଏତିକି ବେଳେ ପୋଲିସ ଘଠଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ କାବୁ କରିନେଇଥିଲା I ସେମାନଙ୍କଠାରୁ ଗୋଟିଏ ପିସ୍ତଲ ସହ ୨ଟି ଅଫୁଟା ଗୁଳି, ଦୁଇଟି ଖଣ୍ଡା, ତିନୋଟି ମୋବାଇଲ ଫୋନ, ଗୋଟିଏ ମୋଟରସାଇକେଲ ଓ ବୋମା ପ୍ରସ୍ତୁତ ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି I ଗିରଫ ୩ ଜଣଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୁଲିସ ସୂଚନା ଦେଇଛି । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.