ପ୍ରମୁଖ ଖବର
  • ମେ'୨୦ ରେ ବନ୍ଦ ରହିବ ସେୟାର ବଜାର, ଲୋକସଭା ମତଦାନ ପାଇଁ ଏନ୍‌ଏସ୍ଇ ପକ୍ଷରୁ ଛୁଟି ଘୋଷଣା
  • ||
  • ଜୁଲାଇ ୧୫ରେ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଖୁବ୍‌ଶୀଘ୍ର ପ୍ରକାଶ ପାଇବ ପରୀକ୍ଷା କାର୍ଯ୍ୟସୂଚୀ
  • ||
  • ରଥଖଳା ହାଲ୍‌ଚାଲ୍‌...ତୁମ୍ବରେ ଚାଲିଛି ବିନ୍ଧ ଖୋଦେଇ, ନୃସିଂହ ଚତୁର୍ଦ୍ଦଶୀରେ ଖୋଳା ଯିବ ଜନ୍ତା ଗାଡ଼
  • ||
  • ସୋମବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ: ୪୯ ଆସନରେ ହେବ ମତଦାନ, ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • 8. ସନ୍ଡେ’ରେ ଡବଲ୍ ଫାଇଟ୍, ହାଇଦ୍ରାବାଦକୁ ଭେଟିବ ପଞ୍ଜାବ, ସନ୍ଧ୍ୟାରେ ରାଜସ୍ଥାନ-କୋଲକାତା ଟକ୍କର
  • ||
  • ଦାନା ବାନ୍ଧୁଛି ଲଘୁଚାପ: କମ୍‌ ପବନ, ବେଶି ବର୍ଷା ହୋଇପାରେ, ତୃତୀୟ ପର୍ଯ୍ୟାୟ ଭୋଟ ଦିନ ବଡ଼ ବର୍ଷା ଆଶଙ୍କା
  • ||
  • ବିଜେଡିରୁ ଇସ୍ତଫା ଦେଲେ ସମୀର ରଞ୍ଜନ ଦାଶ, ସୁପ୍ରିମୋଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର
  • ||

ସୋମବାର ପ୍ରକାଶ ପାଇବ ଆଇସିଏସ୍‌ଇ ରେଜଲ୍ଟ,ଦିନ ୧୧ଟାରେ ବାହାରିବ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

ଭୁବନେଶ୍ୱର,୦୬/୦୫: ସୋମବାର  କାଉନ୍‌ସିଲ୍‌ ଫର ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌  ଏକ୍ସାମିନ୍‌ନେସନ୍ସ (ସିଆଇଏସ୍‌ସିଇ) ରେଜଲ୍ଟ ପ୍ରକାଶ  ପାଇବ । ଆଇସିଏସ୍‌ଇ (ଦଶମ) ଓ ଆଇଏସ୍‌ସି  (ଦ୍ୱାଦଶ) ଶ୍ରେଣୀର ରେଜଲ୍ଟ ପ୍ରକାଶ ପାଇବ । ଦିନ  ୧୧ଟାରେ ସିଆଇଏସ୍‌ସିଇର ୱେବ୍‌ସାଇଟ୍‌ www. cisce.orgରେ ଫଳ ପ୍ରକାଶ ପାଇବ । ପରୀକ୍ଷା  ଫଳ ପ୍ରକାଶ ପରେ ସ୍କୋର କାର୍ଡ ଡିଜି ଲକର୍‌ ଏବଂ  ବୋର୍ଡ ୱେବ୍‌ସାଇଟ୍‌ ଏବଂ କ୍ୟାରିଅର ପୋର୍ଟାଲ୍‌ରେ  ଉପଲବ୍ଧ ହେବ । ଏଠାରୁ ପରୀକ୍ଷାର୍ଥୀମାନେ  ନିଜର ତଥ୍ୟ ଦେଇ ସ୍କୋର କାର୍ଡ ଡାଉନଲୋଡ୍‌  କରିପାରିବେ । ପାଇଥିବା ନମ୍ବରରେ ସନ୍ତୁଷ୍ଟ ନ ଥିଲେ  ମେ ୧୦ ତାରିଖ ମଧ୍ୟରେ ରିଚେକିଂ ପାଇଁ ଆବେଦନ  କରିପାରିବେ । ଏଥିପାଇଁ ୧ହଜାର ଟଙ୍କା ଆବେଦନ  ଫି ଦାଖଲ କରିବାକୁ ପଡ଼ିବ । ପୁନଃ ମୂଲ୍ୟାୟନ  ପାଇଁ ପେପର ପିଛା ଦେଢ଼ ହଜାର ଟଙ୍କା ଦାଖଲ  କରିବେ । ୪ ସପ୍ତାହ ମଧ୍ୟରେ ରିଚେକିଂ ରେଜଲ୍ଟ  ମିଳିବ । ଫେଲ୍‌ ହୋଇଥିବା ପରୀକ୍ଷାର୍ଥୀଙ୍କ ପାଇଁ  ଜୁଲାଇ ମାସରେ ଇମ୍ପ୍ରୁଭ୍‌ମେଣ୍ଟ ପରୀକ୍ଷା ହେବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.