ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

ବଜାରରେ ମହିନ୍ଦ୍ରା ବୋଲେରୋ ନିଓ+, ଦୁଇଟି ଭାରିଆଣ୍ଟରେ ହେବ ଉପଲବ୍ଧ

ଭୁବନେଶ୍ୱର,୨୨/୦୪: ଦେଶର ଅନ୍ୟତମ ଅଗ୍ରଣୀ ଏସ୍‌ୟୁଭି ନିର୍ମାତା ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଦୁଇଟି ଭାରିଆଣ୍ଟରେ  ବୋଲେରୋ ନିଓ୍+ ୯ ସିଟରକୁ ଉନ୍ମୋଚନ  କରିଛି ଯାହା ପି୪ ଏବଂ ପ୍ରିମିୟମ୍‌  ପି୧୦ରେ ଉପଲବ୍ଧ । ଏହା ଷ୍ଟାଇଲିସ୍‌,  ପ୍ରଶସ୍ତ ଏବଂ ମଜଭୁତ ଏସ୍‌ୟୁଭି ଚାହୁଁଥିବା ଗ୍ରାହକଙ୍କୁ ସୁହାଇଲା ଭଳି ପ୍ରସ୍ତୁତ  କରାଯାଇଛି । ଡ୍ରାଇଭର ସମେତ ୯ ଜଣ  ଯାତ୍ରୀ ଏଥିରେ ଆରାମଦାୟମ ଯାତ୍ରା  କରିପାରିବେ । ଏହାର ଏକ୍ସସୋ’ରୁମ୍‌  ମୂଲ୍ୟ ୧୧.୩୯ ଲକ୍ଷ ଟଙ୍କାରୁ ଆରମ୍ଭ ।

ବୋଲେରୋ ନିଓ+ ୯-ସିଟ୍‌  ବିଶିଷ୍ଟ ନିର୍ଭରଯୋଗ୍ୟ, ଶକ୍ତିଶାଳୀ ଏବଂ  ଯେକୌଣସି ଯାତ୍ରା ପାଇଁ ନିର୍ମିତ । ମହିନ୍ଦ୍ରା  ଆଣ୍ଡ୍‌ ମହିନ୍ଦ୍ରାର ସିଇଓ(ଅଟୋମୋଟିଭ  ସେକ୍ଟର) ନଲିନିକାନ୍ତ ଗୋଲଗୁଣ୍ଟା  କହିଛନ୍ତି “ଆମେ ସ୍ଥିରତା, ଉନ୍ନତ  ବୈଶିଷ୍ଟ୍ୟ ଏବଂ ଆରାମଦାୟକ ଯାତ୍ରାର ଅନୁଭୂତି ପ୍ରଦାନ ପାଇଁ ପ୍ରତିଜ୍ଞାବଦ୍ଧ ।  ବୋଲେରୋ ନିଓ୍ମ ଦ୍ରୁତ ୨.୨ ଲିଟର  ଏମ୍‌-ହକ ଡିଜେଲ ଇଞ୍ଜିନ୍‌ ଦ୍ୱାରା  ଚାଳିତ । ଉତ୍କୃଷ୍ଟ ଇନ୍ଧନ ଦକ୍ଷତା ଏବଂ  କାର୍ଯ୍ୟଦକ୍ଷତା ପାଇଁ ମାଇକ୍ରୋ-ହାଇବ୍ରିଡ୍‌  ଟେକ୍ନୋଲୋଜି ସହିତ ସଜ୍ଜିତ । ଏହାର  ବଡି-ଅନ୍‌-ଫ୍ରେମ୍‌ ନିର୍ମାଣ ଏବଂ ଉଚ୍ଚ-ଶକ୍ତିଶାଳୀ ଷ୍ଟିଲ୍‌ ବଡି ସେଲ୍‌ ଚରମ  ସ୍ଥାୟିତ୍ୱ ଓ ନିରାପତ୍ତା ପାଇଁ ଡିଜାଇନ୍‌  କରାଯାଇଛି  । ଏସ୍‌ୟୁଭି ଉନ୍ନତ  ସୁରକ୍ଷା ବୈଶିଷ୍ଟ୍ୟ ସହ ଇବିଡି ସହିତ  ଇବିଏସ୍‌, ଡୁଆଲ୍‌ ଏୟାର୍‌ବ୍ୟାଗ,  ଆଇଏସ୍‌ଓ ଫିକ୍ସ ଚାଇଲ୍ଡ ସିଟ୍‌ ଏବଂ  ସ୍ୱୟଂଚାଳିତ ଡୋର ଲକ୍‌ ସହ ସମସ୍ତ  ଯାତ୍ରୀଙ୍କ ପାଇଁ ଏକ ନିରାପଦ ଓ  ଆରାମଦାୟକ ଯାତ୍ରା ସୁନିଶ୍ଚିତ କରେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.