ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

ଆପଲ୍‌ ଆଗାମୀ ୩ ବର୍ଷରେ ୫ ଲକ୍ଷ ନିଯୁକ୍ତି ଦେବା ସମ୍ଭାବନା

ନୂଆଦିଲ୍ଲୀ,୨୨/୦୪: ପ୍ରମୁଖ  ସ୍ମାର୍ଟଫୋନ ବ୍ରାଣ୍ଡ୍‌ ଆପଲ୍‌ ଦେଶ ମଧ୍ୟରେ ଆଗାମୀ ୩ ବର୍ଷରେ ୫ ଲକ୍ଷ ନିଯୁକ୍ତି ଦେବାର ସମ୍ଭାବନା ରହିଛି । ବର୍ତ୍ତମାନ ଆପଲ୍‌ର ଭେଣ୍ଡରମାନେ ୧.୫ ଲକ୍ଷ  ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି । ଆପଲ ପାଇଁ ୨ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଇଥିବା ଟାଟା ଗ୍ରୁପ ଏ କ୍ଷେତ୍ରରେ ଢ଼େର ଆଗରେ  ରହିଛି । ଆପଲର ଭେଣ୍ଡର ଏବଂ  କମ୍ପୋନେଣ୍ଟ ସପ୍ଲାୟର ମାନେ ଏହି  ନିଯୁକ୍ତି ଦେବେ ବୋଲି ସରକାରଙ୍କ ଜଣେ  ବରିଷ୍ଠ ଅଧିକାରୀ କହିଛନ୍ତି । 

ଆଗାମୀ  ୪ରୁ ବର୍ଷରେ ଆପଲ ଭାରତରେ  ଏହାର ଉତ୍ପାଦନ କ୍ଷମତାକୁ ୫ ଗୁଣ  ଯାଏ ବଢ଼ାଇବା ଯୋଜନା ରଖିଛି । ଏହା  ୩.୩୨ ଲକ୍ଷ କୋଟି ଟଙ୍କା ଛୁଇଁପାରେ ।  ରାଜସ୍ୱ କ୍ଷେତ୍ରରେ ଘରୋଇ ବଜାରରେ  ଆପଲ ପ୍ରମୁଖ ସ୍ଥାନ ହାସଲ କରିଛି । ୨୦୨୩-୨୪ରେ କମ୍ପାନି ୧୨.୧ ବିଲିୟନ ଡଲାରର ରପ୍ତାନି କରିଛି । ଯାହା ୨୦୨୨- ୨୩ରେ ୬.୨୭ ବିଲିୟନ ଡଲାର ଥିଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.